Jump to content

ସମୟ (ଖବରକାଗଜ)

ଉଇକିପିଡ଼ିଆ‌ରୁ
୦୩:୫୭, ୧୬ ଡିସେମ୍ବର ୨୦୧୮ ବେଳେ Jnanabot (ଆଲୋଚନା | ଅବଦାନ) (ବ/ୱ ଫଳା ବଦଳ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ସମୟ
ମାଲିକଆଶୀର୍ବାଦ ପ୍ରକାଶନ ପ୍ରା.ଲି.
ପ୍ରତିଷ୍ଠାତାବସନ୍ତ କୁମାର ବିଶ୍ୱାଳ
ପ୍ରକାଶକପତିତପାବନ ମହାପାତ୍ର
ମୁଖ୍ୟ ସମ୍ପାଦକସାତକଡ଼ି ହୋତା
ପରିଚାଳନା ସମ୍ପାଦକରଞ୍ଜିବ ବିଶ୍ୱାଳ
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟhttp://www.orissasamaya.com

'ସମୟ' ବସନ୍ତ କୁମାର ବିଶ୍ୱାଳଙ୍କ ପ୍ରତିଷ୍ଠିତ ଏକ ଓଡ଼ିଆ ଖବରକାଗଜ ।

ସମୟ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ବ୍ରହ୍ମପୁରସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଅଛି ।