ବାଲି ଭୁଆସୁଣୀ ପୀଠ
Appearance
ବାଲି ଭୁଆସୁଣୀ ପୀଠ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କଟକ |
Location | |
Country | ଭାରତ |
ବାଲି ଭୁଆସୁଣୀ ପୀଠ ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ ମା' ଭୁଆସୁଣୀଙ୍କ ମନ୍ଦିର । ଏହି ମନ୍ଦିର କେତେ ପୁରୁଣା ତାର ସଠିକ ସୂଚନା ନାହି ତେବେ ନୂଆ ମନ୍ଦିରା ୨୫ରୁ ୩୦ ବର୍ଷ ପୁରୁଣା।
ଭୌଗୋଳିକ ଅବସ୍ଥିତି[ସମ୍ପାଦନା]
ଏହା କଟକ ଜିଲ୍ଲାର ମହାନଦୀ ପଠାରେ ଅବସ୍ଥିତ।
ପର୍ବ ପର୍ବାଣି[ସମ୍ପାଦନା]
ଏଠାରେ ମକର ସଙ୍କରାନ୍ତି,ଦଶହରା ଓ ପଣା ସଙ୍କରାନ୍ତିରେ ଭକ୍ତମାନଙ୍କ ଭିଡ ହୋଇଥାଏ।
କିମ୍ବଦନ୍ତୀ[ସମ୍ପାଦନା]
କଥା ରାହିଛି ନିତେଇ ଧୋବଣୀ ମା'ଙ୍କୁ ନିଜ ତନ୍ତର ବଳରେ ଶୂନ୍ୟରେ ନେଇଯାଉଥିବା ବେଳେ ସଉତୁଣୀ ପିତେଇ ନିଜ ଭକ୍ତି ବଳରେ ମା'ଙ୍କୁ ଅଥାରେ ସ୍ଥାପନା କରିଥିଲେ।
ଆଧାର[ସମ୍ପାଦନା]
ସମାଜ ୧୧ ସେପ୍ଟେମ୍ବର ୨୦୧୩।