Jump to content

"ଉଇକିପିଡ଼ିଆ:ଓଡ଼ିଆ ଉଇକିପିଡ଼ିଆ ମହିଳା ଉଇକିଆଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୫ କ ଧାଡ଼ି: ୨୫ କ ଧାଡ଼ି:


===ଅଲିଭା ସାହୁ===
===ଅଲିଭା ସାହୁ===
ସ୍ୱାଗତଂ ! ମୁଁ "ଅଲିଭା ସାହୁ" । [[ଓଡ଼ିଆ]] [[ଉଇକିପିଡ଼ିଆ]] ରେ ଜଣେ ସମ୍ପାଦିକା ରୂପେ କାର୍ଯ୍ୟ କରୁଛି । ମୁଁ (୧୦/୦୧/୨୦୧୬) ତାରିଖରେ [[ଉଇକିଟୁଙ୍ଗୀ]] [[ପୁରୀ]] ରେ ଯୋଗ ଦେଇଥିଲି । [[କାକଟପୁର]] କଲେଜରେ ମୁଁ ''କଳା - ଓଡ଼ିଆ ସାହିତ୍ୟ'' ରେ ସ୍ନାତକ ଅର୍ଜନ କରିଛି । ବର୍ତ୍ତମାନ (I.G.N.O.U) ରେ [[Rural Devlopment]] ବିଷୟରେ "ମାଷ୍ଟର ଡିଗ୍ରୀ" କୋର୍ସ କରୁଅଛି ।
ସ୍ୱାଗତଂ ! ମୁଁ "ଅଲିଭା ସାହୁ" । [[ଓଡ଼ିଆ]] [[ଉଇକିପିଡ଼ିଆ]] ରେ ଜଣେ ସମ୍ପାଦିକା ରୂପେ କାର୍ଯ୍ୟ କରୁଛି । ମୁଁ (୧୦/୦୧/୨୦୧୬) ତାରିଖରେ [[ଉଇକିଟୁଙ୍ଗୀ]] [[ପୁରୀ]] ରେ ଯୋଗ ଦେଇଥିଲି । [[କାକଟପୁର]] କଲେଜରେ ମୁଁ ''କଳା - ଓଡ଼ିଆ ସାହିତ୍ୟ'' ରେ ସ୍ନାତକ ଅର୍ଜନ କରିଛି । ବର୍ତ୍ତମାନ (I.G.N.O.U) ରେ [[Rural Devlopment]] ବିଷୟରେ ସ୍ନାତକୋତ୍ତର ଅଦ୍ଧ୍ୟନ କରୁଅଛି ।
====ଉଇକିପିଡ଼ିଆ ରେ ଯୋଗଦାନ====
====ଉଇକିପିଡ଼ିଆରେ ଯୋଗଦାନ====
ମୁଁ ଓଡ଼ିଆ [[ଉଇକିପିଡ଼ିଆ]] ରେ ୧୦ ଜାନୁଆରୀ ୨୦୧୬ ମସିହାରେ ଯୋଗଦାନ କଲି । ପ୍ରଥମେ [[ଓଡ଼ିଆ]] [[ଉଇକିପିଡିଆ]] ର ପ୍ରକୃତ ଅର୍ଥ ବୁଝିପାରି ନଥିଲି । ପରେ ମୋର ସାଙ୍ଗ ମାନଙ୍କ ଠାରୁ ଏହାର ପ୍ରକୃତ ଅର୍ଥ ଏବଂ [[ଓଡ଼ିଆ ଭାଷା]] ରେ ଏହାର ଭୂମିକା ସମ୍ବନ୍ଧରେ ଶୁଣିବା ପରେ ମୁଁ ମଧ୍ୟ ଓଡ଼ିଆ [[ଉଇକିପିଡ଼ିଆ]]ରେ ଲେଖିବା ପ୍ରକ୍ରିୟା ଆରମ୍ଭ କରିଥିଲି । ଓଡ଼ିଆ ଉଇକିରେ ଲେଖିବା ପାଇଁ ମୋର ପ୍ରକୃତ ଉଦ୍ଦେଶ୍ୟ ହେଲା ମୋର ଓଡ଼ିଆ ଭାଷା ପ୍ରତି ଅତ୍ୟନ୍ତ ଆଗ୍ରହ । ପ୍ରଥମେ ଭାବିଥିଲି [[ଓଡ଼ିଆ ସାହିତ୍ୟ]] ରେ ସ୍ନାତକ ପ୍ରାପ୍ତ ହେଲା ପରେ ଓଡ଼ିଆ ଭାଷା ପ୍ରତି କିଛି ମଧ୍ୟ କରିପାରିବି ନାହିଁ ; କିନ୍ତୁ ଓଡ଼ିଆ ଉଇକି ମାଧ୍ୟମରେ ମୋତେ ଓଡ଼ିଆ ଭାଷା ଉପରେ ଲେଖିବାର ସୁଯଗ ମିଳି ପାରିଛି ।
ମୁଁ [[ଓଡ଼ିଆ]] [[ଉଇକିପିଡ଼ିଆ]] ରେ ୧୦ ଜାନୁଆରୀ ୨୦୧୬ ମସିହାରେ ଯୋଗଦାନ କଲି । ପ୍ରଥମେ [[ଓଡ଼ିଆ]] [[ଉଇକିପିଡିଆ]] ର ପ୍ରକୃତ ଅର୍ଥ ବୁଝିପାରି ନଥିଲି । ପରେ ମୋର ସାଙ୍ଗ ମାନଙ୍କ ଠାରୁ ଏହାର ପ୍ରକୃତ ଅର୍ଥ ଏବଂ [[ଓଡ଼ିଆ ଭାଷା]] ରେ ଏହାର ଭୂମିକା ସମ୍ବନ୍ଧରେ ଶୁଣିବା ପରେ ମୁଁ ମଧ୍ୟ ଓଡ଼ିଆ [[ଉଇକିପିଡ଼ିଆ]]ରେ ଲେଖିବା ପ୍ରକ୍ରିୟା ଆରମ୍ଭ କରିଥିଲି । ଓଡ଼ିଆ ଉଇକିରେ ଲେଖିବା ପାଇଁ ମୋର ପ୍ରକୃତ ଉଦ୍ଦେଶ୍ୟ ହେଲା ମୋର [[ଓଡ଼ିଆ ଭାଷା]] ପ୍ରତି ଅତ୍ୟନ୍ତ ଆଗ୍ରହ । ପ୍ରଥମେ ଭାବିଥିଲି [[ଓଡ଼ିଆ ସାହିତ୍ୟ]] ରେ ସ୍ନାତକ ପ୍ରାପ୍ତ ହେଲା ପରେ [[ଓଡ଼ିଆ ଭାଷା]] ପ୍ରତି କିଛି ମଧ୍ୟ କରିପାରିବି ନାହିଁ ; କିନ୍ତୁ [[ଓଡ଼ିଆ]] ଉଇକି ମାଧ୍ୟମରେ ମୋତେ [[ଓଡ଼ିଆ ଭାଷା]] ଉପରେ ଲେଖିବାର ସୁଯଗ ମିଳି ପାରିଛି ।


====ଅବଦାନ====
====ଅବଦାନ====
[[ଓଡ଼ିଆ]] [[ଉଇକିପିଡ଼ିଆ]] ରେ ଯୋଗଦେବା ପରେ-ପରେ ମୁଁ ଓଡ଼ିଆ [[ଆର୍ଟିକିଲ]] ସମ୍ପାଦନା କରିବା ପ୍ରକ୍ରିୟା ଜାରି ରଖିଥିଲି । କିଛି ପୁରୁଣା ଆର୍ଟିକିଲ କୁ ଏଡିଟିଙ୍ଗ କରିବା ସହ ନୂଆ ଆର୍ଟିକିଲ ମଧ୍ୟ ଲେଖିଥିଲି । ମୋର ପ୍ରଥମ ଏଡିଟିଙ୍ଗ ଆର୍ଟିକିଲ -[[ମଙ୍ଗଳା ମନ୍ଦିର]]ଏବଂ ନୂଆ ଆର୍ଟିକିଲ -[[ଏଡ଼ିଥ୍ ହାରଟନ୍]]। ଏହାସହ ଆହୁରି କିଛି ଆର୍ଟିକିଲ ମଧ୍ୟ ସମ୍ପାଦନା କରିପାରିଛି। ଏହି ଆର୍ଟିକିଲ ମାନଙ୍କ ମଧ୍ୟରୁ [[ବାଦ୍ୟ ଯନ୍ତ୍ର]] ଆର୍ଟିକିଲ [[ଓଡ଼ିଆ]] [[ଉଇକିପିଡ଼ିଆ]] ରେ (ଟପ - ୧୦) ରେ ସ୍ଥାନ ଗ୍ରହଣ କରିପାରିଛି । ମୋ ଦ୍ୱାରା ନିମ୍ନୋକ୍ତ ପ୍ରସଙ୍ଗ ଗୁଡିକ ସମ୍ପାଦିତ ହୋଇପାରିଛି ।
[[ଓଡ଼ିଆ]] [[ଉଇକିପିଡ଼ିଆ]] ରେ ଯୋଗଦେବା ପରେ-ପରେ ମୁଁ [[ଓଡ଼ିଆ]] ଅନୁଚ୍ଛେଦ ସମ୍ପାଦନା କରିବା ପ୍ରକ୍ରିୟା ଜାରି ରଖିଥିଲି । କିଛି ପୁରୁଣା ଅନୁଚ୍ଛେଦକୁ ସଂଶୋଧନ କରିବା ସହ ନୂଆ ଅନୁଚ୍ଛେଦ ମଧ୍ୟ ଲେଖିଥିଲି । ମୋର ପ୍ରଥମ ସଂଶୋଧିତ ଅନୁଚ୍ଛେଦ -[[ମଙ୍ଗଳା ମନ୍ଦିର]]ଏବଂ ନୂଆ ଅନୁଚ୍ଛେଦ -[[ଏଡ଼ିଥ୍ ହାରଟନ୍]]। ଏହାସହ ଆହୁରି କିଛି ଅନୁଚ୍ଛେଦ ମଧ୍ୟ ସମ୍ପାଦନା କରିପାରିଛି। ଏହି ଅନୁଚ୍ଛେଦ ମାନଙ୍କ ମଧ୍ୟରୁ [[ବାଦ୍ୟ ଯନ୍ତ୍ର]] ଅନୁଚ୍ଛେଦ [[ଓଡ଼ିଆ]] [[ଉଇକିପିଡ଼ିଆ]] ରେ (ଶ୍ରେଷ୍ଠ - ୧୦) ରେ ସ୍ଥାନ ଗ୍ରହଣ କରିପାରିଛି । ମୋ ଦ୍ୱାରା ନିମ୍ନୋକ୍ତ ପ୍ରସଙ୍ଗ ଗୁଡିକ ସମ୍ପାଦିତ ହୋଇପାରିଛି ।
* [[ଏଡ଼ିଥ୍ ହାରଟନ୍]]
* [[ଏଡ଼ିଥ୍ ହାରଟନ୍]]
* [[ଓଡ଼ିଆ ଲୋକ ନୃତ୍ୟ]]
* [[ଓଡ଼ିଆ ଲୋକ ନୃତ୍ୟ]]
୪୬ କ ଧାଡ଼ି: ୪୬ କ ଧାଡ଼ି:
* [[ହୀର-ରାଞ୍ଝା]]
* [[ହୀର-ରାଞ୍ଝା]]


ମୁଁ "ଅଲିଭା ସାହୁ" , ନିଜ ଉପରେ ଆଶା ଏବଂ ଦୃଢ଼ ବିଶ୍ଵସାର ସହ ଏତିକି କହିପାରିବି କି , ଆଗକୁ ମଧ୍ୟ ମୋ [[ଓଡ଼ିଆ]] ଏଡିଟିଙ୍ଗରେ ସମ୍ପାଦନା କରିବା ଏହିପରି ଭାବରେ ଜାରି ରଖିବି । "ଧନ୍ୟବାଦ" ।
ମୁଁ "ଅଲିଭା ସାହୁ" , ନିଜ ଉପରେ ଆଶା ଏବଂ ଦୃଢ଼ ବିଶ୍ଵସାର ସହ ଏତିକି କହିପାରିବି କି , ଆଗକୁ ମଧ୍ୟ ମୋ [[ଓଡ଼ିଆ]] [[ଉଇକିପିଡିଆ]]ରେ ସମ୍ପାଦନା କରିବା ଏହିପରି ଭାବରେ ଜାରି ରଖିବି । "ଧନ୍ୟବାଦ" ।
( ''ଜୟ ଜଗନ୍ନାଥ'' ) !!! --[[ବ୍ୟବହାରକାରୀ:Aliva Sahoo|Aliva Sahoo]] ([[ବ୍ୟବହାରକାରୀଙ୍କ ଆଲୋଚନା:Aliva Sahoo|ମୋ ଆଲୋଚନା]]) ୧୭:୨୫, ୨୦ ମାର୍ଚ୍ଚ ୨୦୧୬ (IST)
( ''ଜୟ ଜଗନ୍ନାଥ'' ) !!! --[[ବ୍ୟବହାରକାରୀ:Aliva Sahoo|Aliva Sahoo]] ([[ବ୍ୟବହାରକାରୀଙ୍କ ଆଲୋଚନା:Aliva Sahoo|ମୋ ଆଲୋଚନା]]) ୧୭:୨୫, ୨୦ ମାର୍ଚ୍ଚ ୨୦୧୬ (IST)



୦୦:୫୨, ୨୩ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ


ଓଡି଼ଆ ଉଇକିପିଡି଼ଆ ମହିଳା ସହଯୋଗୀ
ଆମେ ବି ଗଢି଼ବା ଓଡି଼ଆ ଉଇକିପିଡି଼ଆକୁ।

Frameless
Frameless

ଏଠାରେ ଓଡି଼ଆ ଉଇକିପିଡି଼ଆରେ ଅବଦାନ କରୁଥିବା ମହିଳା ଉଇକିଆଳିଙ୍କ ବିଷୟରେ ଲେଖା ହେଇଛି।

ଆଭା ପ୍ରଧାନ

ଜୟ ଜଗନ୍ନାଥ । ମୋର ମାତୃଭାଷା ଓଡ଼ିଆର ଉନ୍ନତି ପାଇଁ କିଛି କରିବା ପାଇଁ ସୁଯୋଗ ଦେଇଥିବାରୁ, ମୁଁ ସର୍ବପ୍ରଥମେ ଓଡ଼ିଆ ଉଇକିପିଡ଼ିଆ ଧାନ୍ୟବାଦ ଦେଉଛି । ମୁଁ ପଦାର୍ଥ ବିଜ୍ଞାନର ଛାତ୍ରୀ ଅଟେ । ତେବେ ଚିତ୍ର କରିବା ଏବଂ ଗଳ୍ପ ଓ ଗୀତ ଲେଖିବା ମୋ ନିଶା । ଆଜୀବନ ପଢିବା ଓ ପଢାଇବା ମୋ ଲକ୍ଷ୍ୟ । କାରଣ ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ଦେଖିବା ମୋର ଆଶା ଏବଂ ଏହା ଶିକ୍ଷା ଦ୍ୱାରା ପୂରଣ ହୋଇପାରିବ ବୋଲି ଆଶା ଓ ବିଶ୍ୱାସ ମଦ୍ଧ୍ୟ । ମୋର ସଫଳତା ମୋର ଗୁରୁ ଶ୍ରୀମତୀ ସସ୍ମିତା ଶତପଥୀଙ୍କ ଆଶୀର୍ବାଦ, ଯେ ଏକାଧାରରେ ମୋର ଗୁରୁ, ମା', ଭଗିନୀ, ପରାମର୍ଶଦାତ୍ରୀ ଓ ପ୍ରେରଣାଦାତ୍ରୀ । ମୋର ଏ ଜୀବନ ତାଙ୍କ ଚରଣରେ ସମର୍ପିତ । ଆଶା କରୁଛି ମୁଁ ମୋ ଗୁରୁ ଏବଂ ପ୍ରିୟ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏକ ବିକଶିତ ଭାରତ ଗଢିବାରେ ଓ ସମଗ୍ର ବିଶ୍ୱରେ ଓଡିଆ ଭାଷାର ଧ୍ୱଜା ଉଡାଇବାରେ ସହାୟକ ହେବି ଏବଂ ମୋ ନାମର ସାର୍ଥକତା ବଜାୟ ରଖିବି । ଧନ୍ୟବାଦ । --Abha S Pradhan (ମୋ ଆଲୋଚନା) ୦୦:୩୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଆଦ୍ୟାଶା ସାହୁ

ଅଲିଭା ସାହୁ

ସ୍ୱାଗତଂ ! ମୁଁ "ଅଲିଭା ସାହୁ" । ଓଡ଼ିଆ ଉଇକିପିଡ଼ିଆ ରେ ଜଣେ ସମ୍ପାଦିକା ରୂପେ କାର୍ଯ୍ୟ କରୁଛି । ମୁଁ (୧୦/୦୧/୨୦୧୬) ତାରିଖରେ ଉଇକିଟୁଙ୍ଗୀ ପୁରୀ ରେ ଯୋଗ ଦେଇଥିଲି । କାକଟପୁର କଲେଜରେ ମୁଁ କଳା - ଓଡ଼ିଆ ସାହିତ୍ୟ ରେ ସ୍ନାତକ ଅର୍ଜନ କରିଛି । ବର୍ତ୍ତମାନ (I.G.N.O.U) ରେ Rural Devlopment ବିଷୟରେ ସ୍ନାତକୋତ୍ତର ଅଦ୍ଧ୍ୟନ କରୁଅଛି ।

ଉଇକିପିଡ଼ିଆରେ ଯୋଗଦାନ

ମୁଁ ଓଡ଼ିଆ ଉଇକିପିଡ଼ିଆ ରେ ୧୦ ଜାନୁଆରୀ ୨୦୧୬ ମସିହାରେ ଯୋଗଦାନ କଲି । ପ୍ରଥମେ ଓଡ଼ିଆ ଉଇକିପିଡିଆ ର ପ୍ରକୃତ ଅର୍ଥ ବୁଝିପାରି ନଥିଲି । ପରେ ମୋର ସାଙ୍ଗ ମାନଙ୍କ ଠାରୁ ଏହାର ପ୍ରକୃତ ଅର୍ଥ ଏବଂ ଓଡ଼ିଆ ଭାଷା ରେ ଏହାର ଭୂମିକା ସମ୍ବନ୍ଧରେ ଶୁଣିବା ପରେ ମୁଁ ମଧ୍ୟ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ପ୍ରକ୍ରିୟା ଆରମ୍ଭ କରିଥିଲି । ଓଡ଼ିଆ ଉଇକିରେ ଲେଖିବା ପାଇଁ ମୋର ପ୍ରକୃତ ଉଦ୍ଦେଶ୍ୟ ହେଲା ମୋର ଓଡ଼ିଆ ଭାଷା ପ୍ରତି ଅତ୍ୟନ୍ତ ଆଗ୍ରହ । ପ୍ରଥମେ ଭାବିଥିଲି ଓଡ଼ିଆ ସାହିତ୍ୟ ରେ ସ୍ନାତକ ପ୍ରାପ୍ତ ହେଲା ପରେ ଓଡ଼ିଆ ଭାଷା ପ୍ରତି କିଛି ମଧ୍ୟ କରିପାରିବି ନାହିଁ ; କିନ୍ତୁ ଓଡ଼ିଆ ଉଇକି ମାଧ୍ୟମରେ ମୋତେ ଓଡ଼ିଆ ଭାଷା ଉପରେ ଲେଖିବାର ସୁଯଗ ମିଳି ପାରିଛି ।

ଅବଦାନ

ଓଡ଼ିଆ ଉଇକିପିଡ଼ିଆ ରେ ଯୋଗଦେବା ପରେ-ପରେ ମୁଁ ଓଡ଼ିଆ ଅନୁଚ୍ଛେଦ ସମ୍ପାଦନା କରିବା ପ୍ରକ୍ରିୟା ଜାରି ରଖିଥିଲି । କିଛି ପୁରୁଣା ଅନୁଚ୍ଛେଦକୁ ସଂଶୋଧନ କରିବା ସହ ନୂଆ ଅନୁଚ୍ଛେଦ ମଧ୍ୟ ଲେଖିଥିଲି । ମୋର ପ୍ରଥମ ସଂଶୋଧିତ ଅନୁଚ୍ଛେଦ -ମଙ୍ଗଳା ମନ୍ଦିରଏବଂ ନୂଆ ଅନୁଚ୍ଛେଦ -ଏଡ଼ିଥ୍ ହାରଟନ୍। ଏହାସହ ଆହୁରି କିଛି ଅନୁଚ୍ଛେଦ ମଧ୍ୟ ସମ୍ପାଦନା କରିପାରିଛି। ଏହି ଅନୁଚ୍ଛେଦ ମାନଙ୍କ ମଧ୍ୟରୁ ବାଦ୍ୟ ଯନ୍ତ୍ର ଅନୁଚ୍ଛେଦ ଓଡ଼ିଆ ଉଇକିପିଡ଼ିଆ ରେ (ଶ୍ରେଷ୍ଠ - ୧୦) ରେ ସ୍ଥାନ ଗ୍ରହଣ କରିପାରିଛି । ମୋ ଦ୍ୱାରା ନିମ୍ନୋକ୍ତ ପ୍ରସଙ୍ଗ ଗୁଡିକ ସମ୍ପାଦିତ ହୋଇପାରିଛି ।

ମୁଁ "ଅଲିଭା ସାହୁ" , ନିଜ ଉପରେ ଆଶା ଏବଂ ଦୃଢ଼ ବିଶ୍ଵସାର ସହ ଏତିକି କହିପାରିବି କି , ଆଗକୁ ମଧ୍ୟ ମୋ ଓଡ଼ିଆ ଉଇକିପିଡିଆରେ ସମ୍ପାଦନା କରିବା ଏହିପରି ଭାବରେ ଜାରି ରଖିବି । "ଧନ୍ୟବାଦ" । ( ଜୟ ଜଗନ୍ନାଥ ) !!! --Aliva Sahoo (ମୋ ଆଲୋଚନା) ୧୭:୨୫, ୨୦ ମାର୍ଚ୍ଚ ୨୦୧୬ (IST)[reply]

ଚିନ୍ମୟୀ ମିଶ୍ର

ସ୍ୱାଗତଂ,ମୋର ନାମ ଚିନ୍ମୟୀ ମିଶ୍ର [] । ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ର ଏମ୍.ସି.ଏ. ବିଭାଗର ଛାତ୍ରୀ । ମୁଁ ୨୦ ଡିସେମ୍ବର୍ ୨୦୧୫ ରେ ଓଡ଼ିଆ ଉଇକିପିଡ଼ିଆ ର ପୁରୀ କର୍ମଶାଳାରେ ଯୋଗଦାନ କରିଥିଲି । ବର୍ତ୍ତମାନ ମୁଁ ଓଡ଼ିଆ ଉଇକିପିଡିଆ ର ଜଣେ ବ୍ୟବ‌ହାରକାରୀ ଓ ସମ୍ପାଦିକା ଭାବେ କାମ କରୁଛି । ମୁଁ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛି ଓ ଭୁବନେଶ୍ୱର ଉଇକିଟୁଙ୍ଗୀରେ ଯୋଗଦାନ କରିଛି । ମୁଁ ପ୍ରଥମେ ଓଡିଆ ଉଇକିପାଠାଗାର ରେ ଲେଖା ଆରମ୍ଭ କରିଥିଲି । ପରେ ଓଡ଼ିଆ ଉଇକିପିଡ଼ିଆ ରେ କିଛି ପୁରୁଣା ଆର୍ଟିକିଲ କୁ ଏଡିଟିଙ୍ଗ କରିଥିଲି ଓ ନୁଆ ଆର୍ଟିକିଲ ଲେଖିଥିଲି ।

ଓଡ଼ିଆ ଉଇକିରେ ଲେଖିବା ପାଇଁ ମୋର ଉଦ୍ଦେଶ୍ୟ ହେଲା,ବର୍ତ୍ତମାନ ଇଣ୍ଟର୍ ନେଟ୍ ରେ ମୁଁ ଓଡ଼ିଆ ଭାଷାକୁ ଉନ୍ନତ ଦେଖିବାକୁ ଆଗ୍ରହୀ ।

କୁମାରିକା ମହାନ୍ତି

ପଙ୍କଜମାଳା ଷଡ଼ଙ୍ଗୀ

ରାଜଲକ୍ଷ୍ମୀ ମିଶ୍ର

ମୋର ନାମ ରାଜଲକ୍ଷ୍ମୀ ମିଶ୍ର। ମୁଁ ଓଡ଼ିଆ ଉଇକିପିଡିଆ ର ଜଣେ ବ୍ୟବ‌ହାରକାରୀ। ମୁଁ ୨୦୧୬ ମସିହା ଫେବୃଆରୀ୨୫ ତାରିଖ ରେ ଉଇକିପିଡିଆ ରେ ଯୋଗ ଦେଇଥିଲି।

ନିଜ ବାବଦ ରେ

ମୁଁ ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ଠାରେ ରୁହେ। ବର୍ତ୍ତମାନ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ର ଏମ୍.ସି.ଏ. ଡିପାର୍ଟମେଣ୍ଟ୍ ର ଛାତ୍ରୀ। ମୋତେ ଓଡ଼ିଆ ଉଇକିପିଡିଆ ରେ ଲେଖିବାକୁ ଭଲ ଲାଗେ। ପ୍ରାୟତଃ ଅବସର ସମୟ ରେ ମୁଁ ଓଡ଼ିଆ ଉଇକିପେଡିଆ ବ୍ୟବ‌ହାର କରିଥାଏ। ମୋର ଚିତ୍ର, ଗୀତ, ନୃତ୍ୟ ତ‌ଥା ଅନ୍ୟାନ୍ୟ କଳା ପ୍ରତି ବିଶେଷ ରୁଚି ଅଛି। ମୋତେ ମଧ୍ୟ ଲେଖାଲେଖି କରିବାକୁ ଭଲ ଲାଗେ।

ଉଇକିପିଡିଆ ରେ ଅବଦାନ

ମୁଁ ଓଡ଼ିଆ ଉଇକିପିଡିଆ ରେ ପ୍ରଥମ କରି ଡିବି ପୃଷ୍ଠାଟି ରେ ସମ୍ପାଦନା କରିଥିଲି। ପାଣିନି ହେଉଛି ମୁଁ ଉଇକିପିଡିଆ ରେ ଲେଖିଥିବା ପ୍ରଥମ ପ୍ରସଙ୍ଗ। ଏହା ଛଡ଼ା ମୁଁ Wikimedia Commons ରେ ବି‌ଭିନ୍ନ ଫଟୋ ମଧ୍ୟ ଅପ୍‌ଲୋଡ଼୍ କରେ। ମୁଁ ବର୍ତ୍ତମାନ ଯାଏଁ ଓଡ଼ିଆ ଉଇକିପିଡିଆ ରେ ଲେଖିଥିବା ପ୍ରସଙ୍ଗ ଗୁଡ଼ିକ ହେଲା:

ମୁଁ ଭ‌ବିଷ୍ୟତ ରେ ମଧ୍ୟ ଓଡ଼ିଆ ଉଇକିପିଡିଆ ରେ ସମ୍ପାଦନା କରିବା ଜାରି ରଖିବି। ଏହା ମୋର ଆଶା ଏବଂ ବିଶ୍ୱାସ।

ଧନ୍ୟବାଦ! -Rajalaxmi Mishra (ମୋ ଆଲୋଚନା) ୧୫:୪୩, ୨୧ ମାର୍ଚ୍ଚ ୨୦୧୬ (IST)[reply]

ରାଜଶ୍ରୀ

ସୁଚିସ୍ମିତା ପରିଡ଼ା

ସୋନାଲି ସୁବୁଦ୍ଧି

ମୁଁ ସୋନାଲି ସୁବୁଦ୍ଧି । ମୁଁ ଉଇକିପିଡ଼ିଆର ଜଣେ ନୂଆ ବ୍ୟବହାର କାରୀ ସଦସ୍ୟା ଅଟେ । ମୁଁ ଉଇକିପେଡ଼ିଆରେ ୧୦ ଜାନୁଆରୀ ୨୦୧୬ ମସିହାରେ ଯୋଗଦାନ କଲି ।

ମୋ ବାବଦରେ

ମୁଁ ପୁରୀ ସହରେ ରହୁଅଛି । ମୁଁ BCA ଛାତ୍ରୀ ଅଟେ । ମୋର ଲେଖା ଲେଖି ପ୍ରତି ଅଧିକ ରୁଚି ରହିଅଛି । ଏହା ସହ ବିଭିନ୍ନ ପ୍ରକାରର ପୁସ୍ତକ ପଢିବାକୁ ଭଲ ଲାଗେ ।

ଉଇକିପିଡ଼ିଆ ରେ ଅବଦାନ

ମୋର ପ୍ରଥମ ଆର୍ଟିକିଲ ଥିଲା ମେଘନାଦ ଶାହା । ଏହା ସହ ଅନ୍ୟ ପ୍ରସଙ୍ଗ ହେଲା :

  • ମେଘନାଦ ଶାହା
  • ଏନରିକୋ ଫେର୍ମିଙ୍ଗ
  • ହେଲେନ କେଲର
  • ମୀରା ବାଈ
  • ବଚେଂଦ୍ରୀ ପାଲ

ଆଶା କରେ କି , ମୋର ଓଡ଼ିଆ ଉଇକିପିଡ଼ିଆ ରେ ଲେଖିବାର ପ୍ରଯ୍ୟାୟ ଏହିପରି ଜାରି ରଖିପାରେ । ଧନ୍ୟବାଦ ! --Sonalisubudhi122 (ମୋ ଆଲୋଚନା) ୧୮:୧୫, ୨୧ ମାର୍ଚ୍ଚ ୨୦୧୬ (IST)[reply]

  1. https://or.wikipedia.org/s/yh5